Life Science Class -ix

Reviewed by Editorial Team
The ProProfs editorial team is comprised of experienced subject matter experts. They've collectively created over 10,000 quizzes and lessons, serving over 100 million users. Our team includes in-house content moderators and subject matter experts, as well as a global network of rigorously trained contributors. All adhere to our comprehensive editorial guidelines, ensuring the delivery of high-quality content.
Learn about Our Editorial Process
| By Bright Education
B
Bright Education
Community Contributor
Quizzes Created: 1 | Total Attempts: 141
| Attempts: 141 | Questions: 20
Please wait...
Question 1 / 20
0 %
0/100
Score 0/100
1. No-3 (a) ଅସ୍ଥିସହ ପେଶୀକୋଷର ସଂଯୋଗକୁ କେଉଁ କୋଷ କହନ୍ତି (b) ଶରୀର ର ଗୋଟିଏ ଅସ୍ଥିକୁ ଅନ୍ୟ ଏକ ଅସ୍ଥି ସହ ସଂଯୋଗ କରୁଥିବା ଟିସୁକୁ କ'ଣ କହନ୍ତି (c) ଅସ୍ଥି ସହ ପେଶୀକୁ ସଂଯୋଗ କରୁଥିବା ଟିସୁକୁ କେଉଁ ଟିସୁ କହନ୍ତି (d) ଆମ ଶରୀର ର ବିଭିନ୍ନ ଅଂଗ ଭିତରେ ଥିବା ଖାଲିସ୍ଥାନ ପୂରଣ କରିବା, ଶରୀର ର ବିଭିନ୍ନ ଆଭ୍ୟନ୍ତରିଣ ଅଂଗ ଗୁଡିକରେ ସଂଯୋଗ ସ୍ଥାପନ କରିବା ଓ ଟିସୁ ମରାମତିରେ କେଉଁ ଟିସୁ ସାହାଯ୍ୟ କରେ (e) ସ୍ନାୟୁକୋଷର ଲମ୍ବିଥିବା ଶାଖାୟିତ ତନ୍ତୁକୁ କ'ଣ କହନ୍ତି
Submit
Please wait...
About This Quiz
Life Science     Class -ix - Quiz

This quiz for Class IX students covers fundamental concepts of life science, focusing on matching and filling exercises related to plant and animal physiology, cell biology, and anatomical... see morestructures. see less

2. No-7 (a) ରକ୍ତରେ ..... ନାମକ ପଦାର୍ଥ ରକ୍ତକୁ ଜମାଟ ବାନ୍ଧିବାରେ ସାହାଯ୍ୟ କରେ । (b) ରକ୍ତର ଆଧାର ବା ମାଟ୍ରିକ୍ସ କୁ ..... କହନ୍ତି ।
Submit
3. Part -4 ଉପଯୁକ୍ତ ଉତ୍ତର ବାଛି ଶୂମ୍ୟସ୍ଥାନ ପୁରଣ କର No-1 (a) ସ୍ପାଇରୋ ଗାଇରା ଏକ ...... କୋଷୀ ଉଦ୍ଭିଦ (b) ଉଦ୍ଭିଦମାନଙ୍କରେ .......  ଟିସୁଦଂଵାରା ଜଳ ଓ ଧାତବ ଲବଣ ପରିବହନ ହୋଇଥାଏ । (c) ଜଳଜ ଉଦ୍ଭିଦମାନଙ୍କରେ ହାଲୁକା ହୋଇ ସଜାଇ ହୋଇଥିବା ପାରେନକାଇମାକୁ .... କହନ୍ତି (d) କୋଲେନକାଇମାର କୋଷମାନଙ୍କରେ ...... ଜମି ରହିଥିବାରୁ ଟିସୁ ଶକ୍ତ ହୋଇଥାଏ । (e) ରକ୍ତ ଏକ ..... ଟିସୁ
Submit
4. No-5
Submit
5. No-2 (a) ଫୁସଫୁସର କୋଟରିକାରେ .... ନାମକ ଏପିଥେଲିୟଲ ଟିସୁ ଦେଖାଯାଏ । (b) ଘନାକାର ଏପିଥେଲିୟଲରେ କୋଷଗୁଡିକର ଉଚ୍ଚତା ଓ ପ୍ରସ୍ଥ ...... (c) କ୍ଷରଣ ଓ ଶୋଷଣ ଜ୍ରିୟାରେ .... ଟିସୁ ସକ୍ରିୟ ଅଂଶ ଗ୍ରହଣ କରିଥାଏ (d) ରକ୍ତର P.H ..... (e) ମଣିଷ ଶରୀର ରେ ଲୋହିତ ରକ୍ତ କଣିକାର ଆୟୁଷ ... ଦିନ
Submit
6. Part-2 ସଂପର୍କିତ ଶବ୍ଦକୁ ନେଇ ଶୂନ୍ୟ ସ୍ଥାନ ପୂରଣ କର No-1 (a) ଜିହ୍ଵା:ରେଖିତ ପେଶୀ::ଜରାୟୁ:_________ (b) ଲୋହିତ ରକ୍ତ କଣିକା:120ଦିନ::ଶ୍ଵେତ ରକ୍ତ କଣିକା:_____ (c) ଜାଇଲେମ:ଜଳପ୍ରବାହ::ଫ୍ଲୋଏମ:_______ (d) ଲମ୍ଵରେ ବୁଦ୍ଧି:ଅନ୍ତର୍ବିଷ୍ଟ ମେରିଷ୍ଟେମ::ଉଚ୍ଚତା ବୁଦ୍ଧି:_______ (e) ନ୍ୟଷ୍ଟି ବିହୀନ:R.B.C::ନ୍ୟଷ୍ଟିଯୁକ୍ତ:_______
Submit
7. No-3 (a)  ହାତ ଓ ଗୋଡରେ ଥିବା ପେଶୀ ..... ପେଶୀରେ ଅନ୍ତର୍ଭୁକ୍ତ (b) ହୁଦପେଶୀ କୋଷରେ ଅନେକ ..... ଦେଖାଯାଏ (c) କୋଷପିଣ୍ଡରେ ବାହାରିଥିବା ଶାଖାୟିତ ତନ୍ତୁକୁ ...... କହନ୍ତି (d) ପ୍ରାଣୀକୋଷରେ .... ନ ଥିବାରୁ ଏମାନଙ୍କର ଟିସୁର ଗଠନ ଉଦ୍ଭିଦ ଠାରୁ ଭିନ୍ନ । (e) ଉଦ୍ଭିର ଭୁଣଟିସୁ ଓ ଏହାର ବିଭାଜନକ୍ଷମ ଅପତ୍ୟ କୋଷମାନ .... ଟିସୁ ହୋଇଥାଏ ।
Submit
8. Part-1 "କ" ସ୍ତମ୍ଭ ଓ "ଖ" ସ୍ତମ୍ଭ ମିଳନ କର No-1
Submit
9. No-2 (a) ଉଦ୍ଭିଦର କାଣ୍ଡ ଓ ମୂଳର ଅଗ୍ରରେ : ଅଗ୍ରଜ ମେରିଷ୍ଟେମ :: ଉଦ୍ଭିଦର ଉଚ୍ଚତା ବୁଦ୍ଧି : ________ (b) ଉଦ୍ଭିଦର ନୂତନ ଶାଖା, ଫୁଲ, ଫଳ : ଅଗ୍ରଜ ମେରିଷ୍ଟେମ :: ଉଦ୍ଭିଦର ପବ ବୁଦ୍ଧି : ______ (c) ଉଦ୍ଭିଦର କାଣ୍ଡ ଓ ମୂଳରେ ଅନୁଲମ୍ଵ ଭାବେ ରହିଥିବା ଟିସୁ : ପାର୍ଶ୍ଵିକ ମେରିଷ୍ଟେମ :: ଏକବୀଜପତ୍ରୀର ଗଣ୍ଠି ଓ ପତ୍ରର ଡେମ୍ଫରେ : ______ (d) ପାରେନ କାଇମା ଓ କୋଲେନ କାଇମା : ସରଳ ଟିସୁ :: ଜାଇଲେମ : ________ (e) ପାରେନକାଇମା ର ଅନ୍ତଃକୋଷୀୟ ସ୍ଥାନ କମ୍ : ମରୁ ଉଦ୍ଭିଦ :: ପାରେନକାଇମାର ଅନ୍ତଃକୋଷୀୟ ସ୍ଥାନ ଅଧିକ : _______
Submit
10. Part -3 କ'ଣ ଓ କାହାକୁ କୁହାଗୟାଏ No-1 (a) ଅମ ଶରୀର ର ଅଧିକାଂଶ ପେଶୀ ଆମ ନିଜ ଇଛାରେ ଚାଳିତ ହୁଏ । ଏମାନଙ୍କୁ କ'ଣ କହନ୍ତି (b) ଯେଉଁ ପେଶୀରେ ଅନୁରୂପ କଳା ଓ ଫିକା ବ୍ୟାଣ୍ଡ ଥାଏ ତକୁ କି ପେଶୀ କହନ୍ତି । (c)  ଆମ ଶରୀର ର ଯେଉଁ ପେଶୀ ଆମ ଇଛାରେ ଚଳନ କରି ନ ଥାଏ ତାକୁ କି ପେଶୀ କହନ୍ତି (d) ମସ୍ତିଷ୍କ, ସୁଷମ୍ନାକାଣ୍ଡ ଓ ସ୍ନାୟୁ ସମୂହ କେଉଁ ଟିସୁ ଦ୍ଵାରା ଗଠିତ । (e) ସମଜାତୀୟ କୋଷରୁ ଉତ୍ପନ୍ନ ଓ ଏକ ପ୍ରକାର ର କାର୍ଯ୍ୟ ସଂପନ୍ନ କରୁଥିବା କୋଷମାନଙ୍କର ସମାହାରକୁ କ'ଣ କହନ୍ତି
Submit
11. No-2
Submit
12. No-3
Submit
13. No-3 (a) ଟସୁରେ କୋଷଗୁଡିକ ଜୀବନ୍ତ, ଗୋଲାକାର ଓ କୋଷଭିତ୍ତି ପତଳା : ପାରେନ କାଇମା :: ଟିସୁର କାୋଷଗୁଡିକ ଜୀବନ୍ତ, ଲମ୍ଵାକାର ଓ କୋଷଭିତ୍ତି ମୋଟା : ______ (b) ମରୁ ଉଦ୍ଭିଦ : କୋଲେନ କାଇମା :: _____ : କ୍ଲୋରେନ କାଇମା (c)  କୋଲେନ କାଇମା : ମୂତ ଜୀବକୋଶ :: କ୍ଲୋରେନ କାଇମା : _____ ଜୀବକୋଷ (d) କୋଲେନ କାଇମା ଓ ସ୍କ୍ଲେରେନ କାଇମା : ସରଳ ଟିସୁ :: ଜାଇଲାମ ଓ ଫ୍ଲୋଏମ : _________ (e) ଟ୍ରାକିଡ+ଭେସେଲ+ଜାଇଲେମ ପାରେନ କାଇମା+ ଜାଇଲେମ ଫାଇବର : ଜାଇଲାମ :: ସିଭଟ୍ୟୁବ+କମ୍ପାନିୟନ ସେଲ + ଫ୍ଲୋଏମ ଫାଇବର+ ଫ୍ଲୋଏମ ପାରେନକାଇମା : ______
Submit
14. No-4
Submit
15. No-6 (a) ଜାଇଲେମ ଫାଇବରଟି  ସେଲ୍ୟୁଲୋଜ ଓ .... ଦ୍ଵାରା ଗଠିତ (b) ଉଦ୍ଭିଦର .... ଟିସୁ ଖାଦ୍ୟ ସଂରକ୍ଷଣ ଓ ପ୍ରେରଣରେ ସାହାଯ୍ୟ କରେ (c) ..... କୋଷଗୁଡିକର ସଂକୋଚନ ଓ ପ୍ରସାରଣ ଫଳରେ ଅଂଗର ଚାଳନା ହୋଇଥାଏ (d) ରକ୍ତ ଓ .... ଦୁଇଟି ପ୍ରଣୀ ଟିସୁ (e) ଆମ ଶରୀର ର ଚର୍ମ ଏକ .... ଟିସୁ
Submit
16. No-4 (a) ଟ୍ରାକିଡ : ଜଳ ପରିବହନ :: ଭେସେଲ : ______ (b) ଜାଇଲେମ ପାରେନ କାଇମା : ଖାଦ୍ୟ ଓ ଟେନିନ ସଂରକ୍ଷଣ :: ଜାଇଲେମ ଫାଇବର : _________ (c) ନଳିତ : ଫ୍ଲୋଏମ ଫାଇବର :: ଛଣପଟ : ____ (d) ସିଭଟ୍ୟବ ଓ କମ୍ପାନିୟନ ସେଲ : ଖାଦ୍ୟ ପ୍ରେରଣ :: ଫ୍ଲୋଏମ ପାରେନ କାଇମା : _____ (e) କୋଷର ଉଚ୍ଚତା ଅପେକ୍ଷା ପ୍ରସ୍ଥ ବେଶୀ : _____ :: କୋଷର ପ୍ରସ୍ଥ ଅପେକ୍ଷା ଉଚ୍ଚତା ବେଶୀ : ସ୍ତମ୍ଭାକାର ଏପିଥେଲିୟମ
Submit
17. No-5 (a) ଉଦ୍ଭିଦର ପତ୍ର ଓ କଅଁଳ କାଣ୍ଡରେ ଥିବା ପାରେନକାଇମାକୁ ..... ଟିସୁ କହନ୍ତି । (b) ଜଳଜ ଉଦ୍ଭିଦରେ ଥି୍ବା ପାରେନକାଇମାକୁ ... ଟିସୁ କହନ୍ତି (c) କୋଲେନକାଇମା ଟିସୁର ଅନ୍ତକୋଷୀୟ ସ୍ଥାନ ରେ ..... ଥିବାରୁ ଏହା ଦ୍ଵାରା ପତ୍ର , କାଣ୍ଡ ଓ ଚେର ବିଭିନ୍ନ ଦିଗକୁ ବଙ୍କାଇ ପାରେ (d) ..... ଟିସୁ ଶରୀରକୁ ଜଳକ୍ଷୟ, ଆଘାତ ଓ ବାହ୍ୟ ରୋଗଜୀବାଣୂ ଠାରୁ ରକ୍ଷା କରେ (e) ମଞ୍ଜିର କଠିନ ଆବରଣ ଅଂଶରେ ....ଟିସୁ ରହିଥାଏ
Submit
18. No-2 (a) ସମଜାତ ଓ ସମଗଠନ ବିଶିଷ୍ଟ ଅନେକ ଟିସୁ ଯାହା ସାମହିକ ଭାବରେ ଶରୀର ର ଏକ ନିର୍ଦ୍ଧିଷ୍ଟ କାର୍ଯ୍ୟ ସମ୍ପାଦାନ କରୁଥିଲେ କ'ଣ କହନ୍ତି (b) ଅଂଗ ମାନଙ୍କର ସମାହାରକୁ କ'ଣ କହନ୍ତି (c) ମେରିଷ୍ଟେମାଟିକ ଟିସୁରୁ ସୂଷ୍ଟି ହୋଇଥିବା କୋଷମାନଙ୍କର କ୍ରମବିକାଶ, ଗଠନ ଓ ପୂଥକିକରଣ ଘଟି କେଉଁ ଟିସୁରେ ପରିଣତ ହୁଏ । (d) ଗୋଟିଏ ପ୍ରକାର କୋଷରେ ଗଠିତ ଓ ଏକ ପ୍ରକାର କା୍ର୍ଯ୍ୟ କଲେ ତାକୁ କି ଟିସୁ କହନ୍ତି (e) ବିଭିନ୍ନ ପ୍ରକାର ସରଳ ଟିସୁ୍ରେ ଗଠିତ ଓ ଅନେକ ପ୍ରକାର କାର୍ଯ୍ୟ କଲେ ତାକୁ କେଉଁ ଟିସୁ କହନ୍ତି
Submit
19. No-4 (a) ଉଦ୍ଭିଦର କାଣ୍ଡ ଓ ଚେର ର ଅଗ୍ରଭାଗରେ .... ଟିସୁ ରହିଥାଏ (b) ..... ଟିସୁ ଏକବୀଜପତ୍ରୀ ଉଦ୍ଭିଦମାନଙ୍କଠାରେ ଦେଖାଯାଏ ନାହିଁ  (c) ...... ଟିସୁ ଉଦ୍ଭିଦର ଉଚ୍ଚତା ବୁଦ୍ଧି କରିଥାଏ । (d)  ......... ଟିସୁ ଉଦ୍ଭିଦର କାଣ୍ଡ ଓ ମୂଳରେ ଅନୁଲମ୍ବ ଭାବରେ ରହିଥାଏ । (e) ..... ଟିସୁ ଏକବୀଜପତ୍ରୀ ଉଦ୍ଭିଦମାନଙ୍କ କାଣ୍ଡର ଗଣ୍ଟି ଉପରେ ଓ ପତ୍ର ର ଡେମ୍ଫରେ ରହିଥାଏ
Submit
20. No-5 (a) ସ୍ତମ୍ଭାକର ଏପିଥେଲିୟମ ଟିସୁ : କୋଷର ପ୍ରସ୍ଥ ଅପେକ୍ଷା ଉଚ୍ଚତା ବେଶୀ : ଘନାକାର ଏପିଥେଲିୟମ ଟିସୁ : _____ (b) ସ୍ତମ୍ଭାକାର କୋଷଗୁଡିକ ସମାନ : ଘନାକାର ଏପିଥେଲିୟମ ଟିସୁ :: ସ୍ତମ୍ଭାକାର କୋଷଗୁଡିକ ଅସମାନ : _______ (c) R.B.C : 120 ଦିନ :: ଅଣୁଚକ୍ରିକା : _____
Submit
View My Results

Quiz Review Timeline (Updated): Mar 21, 2023 +

Our quizzes are rigorously reviewed, monitored and continuously updated by our expert board to maintain accuracy, relevance, and timeliness.

  • Current Version
  • Mar 21, 2023
    Quiz Edited by
    ProProfs Editorial Team
  • Sep 25, 2020
    Quiz Created by
    Bright Education
Cancel
  • All
    All (20)
  • Unanswered
    Unanswered ()
  • Answered
    Answered ()
No-3 ...
No-7 ...
Part -4 ...
No-5
No-2 ...
Part-2 ...
No-3 ...
Part-1 ...
No-2 ...
Part -3 ...
No-2
No-3
No-3 ...
No-4
No-6 ...
No-4 ...
No-5 ...
No-2 ...
No-4 ...
No-5 ...
Alert!

Advertisement