Copy 4 Of Bidyashree Coaching Centre

20 Questions | Total Attempts: 47

SettingsSettingsSettings
Please wait...
Copy 4 Of Bidyashree Coaching Centre


Questions and Answers
  • 1. 
    ବାୟୋମାସ୍' ଏକ ଶକ୍ତି ଉଚ୍ଛ ଯାହା ?
    • A. 

      ପ୍ରାଣୀ ଓ ଉଦ୍ବିଦଙ୍କ ଦେହାବଶେଷ ରୁ ସୃଷ୍ଟି 

    • B. 

      ପ୍ରାଣୀ ଓ କୃଷିଜାତ  ବର୍ଜ୍ୟବସ୍ତୁ ରୁ ସୃଷ୍ଟି

    • C. 

      ପୃଥିବୀର ଉତ୍ତାପରୁ ସୃଷ୍ଟି 

    • D. 

      ବାୟୁ ରୁ ସୃଷ୍ଟି 

  • 2. 
    .ରାସାୟନିକ ପ୍ରତିକ୍ରିୟା ସମ୍ବନ୍ଧରେ ନିମ୍ନୋକ୍ତ କେଉଁ ଉକ୍ତି ଟି ସତ୍ୟ ନୁହେଁ ଅଟେ ?
    • A. 

      ଏହି ପ୍ରକ୍ରିୟାରେ କେବଳ elctron ଭାଗ ନିଅନ୍ତି 

    • B. 

      ଏହି ପ୍ରକ୍ରିୟାରେ ସମ୍ପୂର୍ଣ ନୂତନ ପଦାର୍ଥ ସୃଷ୍ଟି ହୋଇଥାଏ 

    • C. 

      ରାସାୟନିକ ପ୍ରକ୍ରିୟା କୁ ଉତପ୍ରେରକ ତ୍ୱରାନ୍ୱିତ କରିଥାନ୍ତି

    • D. 

      ପ୍ରତିକାରକର ଭୌତିକ ଗୁଣର ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଥାଏ 

  • 3. 
    କେଉଁ ମୌଳିକର ବାହ୍ୟତମ କକ୍ଷଟି '2n square' ନିୟମ ର ବିରୁଦ୍ଧାଚାରଣ କରେ ?
    • A. 

      ଯବକ୍ଷାରଜାନ

    • B. 

      ରାଡ଼ନ

    • C. 

      ହିଲିୟମ 

    • D. 

      ନିଅନ୍।

  • 4. 
    Electron ଗ୍ରହଣ କରି ମୌଳିକ ଟି ପରିଣତ ହୁଏ ?
    • A. 

      କାଟାୟନ

    • B. 

      ଏନାୟନ

    • C. 

      ଯୌଗିକ

    • D. 

      ପରମାଣୁ 

    • E. 

      NOTA

  • 5. 
    ନିମ୍ନୋକ୍ତ ମଧ୍ୟରୁ କେଉଁଟି ଅସରନ୍ତି ଶକ୍ତି ସମ୍ବଳ ନୁହେଁ ?
    • A. 

      ଭୁତାପୀୟ 

    • B. 

      ଜୁଆର  ଶକ୍ତି 

    • C. 

      ଜୀବାସ୍ମ ଇ

    • D. 

      ତରଙ୍ଗ ଶକ୍ତି 

  • 6. 
    Microphone  ରେ ଶକ୍ତି ରୂପାନ୍ତର ର ହୁଏ ?
    • A. 

      ବିଦ୍ୟୁତ ଶକ୍ତି ଯାନ୍ତ୍ରିକ ଶକ୍ତିକୁ

    • B. 

      ବିଦ୍ୟୁତ ଶକ୍ତି ଶବ୍ଦ ଶକ୍ତିକୁ

    • C. 

      ଶବ୍ଦ ଶକ୍ତି ବିଦ୍ୟୁତ ଶକ୍ତିକୁ

    • D. 

      ଶବ୍ଦ ଶକ୍ତି ଯାନ୍ତ୍ରିକ ଶକ୍ତିକୁ

  • 7. 
    ଲଫିଙ୍ଗ୍ ଗ୍ୟାସ୍ ର ରାସାୟନିକ ସଂକେତ ?
    • A. 

      N2O

    • B. 

      NO2

    • C. 

      NO3

    • D. 

      CO2

  • 8. 
    କ୍ଲୋରିନ ର  ଯୋଯୋତା କେତେ ?
    • A. 

    • B. 

      2

    • C. 

      3

    • D. 

      4

  • 9. 
    ଶମୀତ ଚୂନ ର ରାସାୟନିକ ସଂକେତ ଟି ?
    • A. 

      କ୍ୟାଲସିଅମ ଅକ୍ସାଇଡ଼

    • B. 

      କର୍ବନ ଅକ୍ସାଇଡ଼ 

    • C. 

      କ୍ୟାଲସିଅମ କାର୍ବୋନେଟ

    • D. 

      କ୍ୟାଲସିୟମ ହାଇଡ୍ରୋଅକ୍ସାଇଡ଼

  • 10. 
     ଖାଦ୍ୟ ହଜମ ହେବା କି ପ୍ରତିକ୍ରିୟା ?
    • A. 

      ବିଘଟନ

    • B. 

      ବିସ୍ଥାପନ

    • C. 

      ଯୋଗ 

    • D. 

      ଜାରଣ 

  • 11. 
    ଲୁହା ରେ କଳଙ୍କି ଲାଗିବା କି ପ୍ରକାର ରାସାୟନିକ ପ୍ରତିକ୍ରିୟା ?
    • A. 

      ବିଘଟନ

    • B. 

      ବିସ୍ଥାପନ

    • C. 

      ଜାରଣ

    • D. 

      NOTA

  • 12. 
    ଗୋଟିଏ କାର୍ ଏକ ନିର୍ଦ୍ଧିଷ୍ଟ ଦୁରତାର ପ୍ରଥମ ଅଧାକୁ 30km/hr ରେ ଏବଂ ପରବର୍ତ୍ତୀ ଅଧା କୁ 50km/hr ରେ ଅତିକ୍ରମ କଲେ । ତାହେଲେ କାର୍ ର ହାରାହାରି ପରିବେଗ କେତେ ?
    • A. 

      40 km/Hr

    • B. 

      50 km /Hr

    • C. 

      37.5 Km/Hr

    • D. 

      100 Km/Hr

  • 13. 
    ଗୋଟିଏ ବସ୍ତୁ ସ୍ଥିରାବସ୍ଥାରୁ ଯାତ୍ରା ଆରମ୍ଭ କରି 20cm/sec2 ତ୍ୱରଣରେ ଗତି କରି 8 sec ରେ ଯାତ୍ରା ଶେଷ କଲେ ।ତାହେଲେ ସେ କେତେ ଦୂରତା ଅତିକ୍ରମ କଲେ ?
    • A. 

      60.4 cm

    • B. 

      64 m

    • C. 

      604 cm

    • D. 

      64 cm

  • 14. 
     Pascal  କାହାର ଏକକ ?
    • A. 

      ବଳ

    • B. 

      ଚାପ

    • C. 

      କାର୍ଯ୍ୟ

    • D. 

      ଶକ୍ତି 

  • 15. 
    ଆଲୋକସ୍ଲେସଣ ପକ୍ରିୟାରେ ଆଲୋକ ଶକ୍ତି କେଉଁ ଶକ୍ତି କୁ ରୂପାନ୍ତରିତ ହୁଏ ?
    • A. 

      ଶ୍ୱେତସାର ଶକ୍ତି

    • B. 

      ସ୍ଥିତିଜ ଶକ୍ତି

    • C. 

      ରାସାୟନିକ ଶକ୍ତି

    • D. 

      ମାନ୍ସପେଶୀୟ ଶକ୍ତି

  • 16. 
    ପରିବେଗ ଦ୍ବିଗୁଣିତ ହେଲେ ଗତିଜ ଶକ୍ତି ଓ ସଂବେଗ ଯଥାକ୍ରମେ ?
    • A. 

      ଦ୍ଵିଗୁଣ ଓ ଚାରି ଗୁଣ

    • B. 

      ଦ୍ଵିଗୁଣ ଓ ଏକ ଗୁଣ

    • C. 

      ସମାନ ରହେ 

    • D. 

      NOTA

  • 17. 
    ଗୋଟିଏ ବସ୍ତୁ ଅନ୍ୟ ଏକ ବସ୍ତୁ ଉପରେ ପ୍ରୟୋଗ କରୁଥିବା ବଳ କୁ କୁହାଯାଏ ?
    • A. 

      ମାଧ୍ୟକର୍ଷଣ ବଳ

    • B. 

      ଘର୍ଷଣ ବଳ 

    • C. 

      ମହାକର୍ଷଣ ବଳ

    • D. 

      ଚୁମ୍ବକୀୟ ବଳ

  • 18. 
    ସ୍ପର୍ଶକ୍ଷେତ୍ର ବୃଦ୍ଧି ପାଇଲେ ଚାପ ?
    • A. 

      ଅଧିକ ହବ

    • B. 

      କମ୍ ହବ

    • C. 

      ସମାନ ରହିବ

    • D. 

      NOTA

  • 19. 
    କ୍ଲୋରୋଫୋର୍ମ ର ସଂକେତ ?
    • A. 

      CHCl3

    • B. 

      CaCo3

    • C. 

      CFCl3

    • D. 

      Cao

  • 20. 
     ମୁକ୍ତ ପତନଶୀଳ ବସ୍ତୁର ପରିବେଗ ?
    • A. 

      କ୍ରମାଗତ ହ୍ରାସ ପାଏ

    • B. 

      କ୍ରମାଗତ ଵୃଦ୍ଧି  ପାଏ

    • C. 

      ଅପରିବର୍ତ୍ତିତ ରହେ

    • D. 

      NOTA

Back to Top Back to top